Friday, 31 October 2025

ତୋ ନିଜ ପୂଜାରେ ତୁହି ନିଜେ ଏତେ ବ୍ୟସ୍ତ

ତୋ ନିଜ ପୂଜାରେ ତୁହି ନିଜେ ଏତେ ବ୍ୟସ୍ତ ମୁହିଁ ମୋହଯାଏ ଷୋଡ଼ସ ଉପଚାର ଦେଖି ନବଧା ଭକତିରେ ତୋହର ପୂଜାର ବିଧାନ ଦର୍ଶନ ଆଗରୁ କାଳ ବାନ୍ଧିନିଏ ପ୍ରାଣ ପକ୍ଷୀ

No comments:

Post a Comment