Saturday, 25 October 2025

ରାଧା ଚିତ୍ତ ଚୋର ହେ ତୁମ୍ଭେ କରୁଣା ସମୁଦ୍ର

ରାଧା ଚିତ୍ତ ଚୋର ହେ ତୁମ୍ଭେ କରୁଣା ସମୁଦ୍ର କିମ୍ପାଇଁ ନ ବୁଝ ମୋ ହୃଦୟ ଆକୁଳ ବେଦନା କୋଟି ବସ୍ତ୍ର ଦେଇ ପାଞ୍ଚାଳୀର ମାନ ରଖିଲେ ଭକ୍ତି ପୂର୍ଣ୍ଣ ହେଉନି କିପାଇଁ ମୋ ହୃଦୟ ଗିନା

No comments:

Post a Comment