Friday, 24 October 2025

ସାଇରାମଙ୍କ ଚରଣରେ ନୟନକୁ ଥୋଇ

ସାଇରାମଙ୍କ ଚରଣରେ ନୟନକୁ ଥୋଇ ଭାବରେ ଅକ୍ଷର କିଛି ମୁହିଁ ଯୋଡ଼ିଦେଲି ଜ୍ଞାନ ଭକ୍ତି ଯୋଗ କର୍ମ କିଛି ମୋ ନାହିଁ ମନ ଭଅଁରକୁ ନିଜେ ପଢି ଶୁଣେଇଲି

No comments:

Post a Comment