Saturday, 25 October 2025

ରୁଦ୍ରଙ୍କର ଡମ୍ବରୁ ଘୋଷେ ରାମ ରାମ ରାମ

ରୁଦ୍ରଙ୍କର ଡମ୍ବରୁ ଘୋଷେ ରାମ ରାମ ରାମ ମାରୁତି ପ୍ରାଣପକ୍ଷୀ ଜପେ ରାମ ରାମ ରାମ ରୁକ୍ମଣୀ ହୃଦୟ ପଦ୍ମ ଚିନ୍ତେ କୃଷ୍ଣ କୃଷ୍ଣ କୃଷ୍ଣ ରାଧାର ସର୍ବସ୍ବ ଜପନ୍ତି ଶ୍ୟାମ ଶ୍ୟାମ ଶ୍ୟାମ

No comments:

Post a Comment