A flower with 4 petals
Sunday, 26 October 2025
ଅବାଟରୁ ନେଇ ଯଦି ପାଖରେ ଥୋଇଲ ହେ ଶ୍ରୀପତି
ଅବାଟରୁ ନେଇ ଯଦି ପାଖରେ ଥୋଇଲ ହେ ଶ୍ରୀପତି ଛନ୍ଦା ପାଦକୁ ଛୁଇଁବାକୁ କିମ୍ପା କପାଳରେ ନ ଲେଖିଲ ଅତି ଦୁର୍ଲଭ ମଣିଷ ଜନ୍ମ ଯଦି କୃପା କଲ ହେ ଶ୍ରୀଧର ମାଆକୁ ଯାଚି ଦେଲ ପାଦ ସେବା ପୁତ୍ରକୁ ବଞ୍ଚିତ କଲ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment