Thursday, 30 October 2025

ଆଉ କିସ ଛଡାଇବ ତୁମ୍ଭେ ହେ ଚକାଡୋଳା

ଆଉ କିସ ଛଡାଇବ ତୁମ୍ଭେ ହେ ଚକାଡୋଳା ମୋର ହଂସ ଭଜନ ଗୃହରେ ଲଗାଇବୁ ନିଆଁ ଆତ୍ମାକୁ ନେଇବ୍ରହ୍ମଦାରୁ କୋରଡ଼ରେ ରଖିବ ହେ ବଂଶୀବଦନ ରାମ ଜପୁଥିବ ତୁମ୍ଭ ନାଆଁ

No comments:

Post a Comment