Monday, 27 October 2025

ଆହେ ନୀଳଶୈଳ ବ୍ରହ୍ମଦାରୁ ତୁମ୍ଭେ କେବଳ ଗୋଟିଏ

ଆହେ ନୀଳଶୈଳ ବ୍ରହ୍ମଦାରୁ ତୁମ୍ଭେ କେବଳ ଗୋଟିଏ ଅଛିଦ୍ର ବ୍ରହ୍ମ ରୂପରେ ପୂରିଅଛ ଏହି ଅଖିଳ ସଚରାଚର ମହାପାପୀ ରାମ ଆକୁଳରେ ଖୋଜଇ ଛନ୍ଦା ଚରଣକୁ ସୁମତି କହେ ଉଭା ବଡଦାଣ୍ଡେ ପଦ୍ମପାଦେ ଲୟ କର

No comments:

Post a Comment