Saturday, 25 October 2025

ଅକ୍ଷର ଗୁଡିକୁ ଅକ୍ଷରରେ ଯୋଡିବାକୁ

ଅକ୍ଷର ଗୁଡିକୁ ଅକ୍ଷରରେ ଯୋଡିବାକୁ ହେ ଶ୍ରୀପତି ମୋ ମନକୁ କରିଲି ଅଠା ଭାବଗ୍ରାହୀଙ୍କ ପାଦରେ ଅର୍ପଣ କରିଲି ଭାବ ସିଞ୍ଚି ଦେଇ କରିବ ଅମୃତ ମିଠା

No comments:

Post a Comment