Friday, 24 October 2025

ବାୟାଟିଏ ମୁହିଁ ବଡ ଵାୟାଟିଏ

ବାୟାଟିଏ ମୁହିଁ ବଡ ଵାୟାଟିଏ ମହାବିଷ୍ଣୁଙ୍କ ସୃଷ୍ଟିରେ ମାୟାଟିଏ ନୀଳାଚଳ ବ୍ରହ୍ମଦାରୁ ମୋ ଆତ୍ମା ପତିତପାବନଙ୍କର ମୁଁ କାୟାଟିଏ

No comments:

Post a Comment