Wednesday, 29 October 2025

ନ ଦେଲେ ନ ଦିଅ ଧରା ତୁମ୍ଭେ ହେ ବ୍ରହ୍ମଦାରୁ ଚକାଡୋଳା

ନ ଦେଲେ ନ ଦିଅ ଧରା ତୁମ୍ଭେ ହେ ବ୍ରହ୍ମଦାରୁ ଚକାଡୋଳା ମୋ ଚଲା ପଥକୁ ସୂର୍ଯ୍ୟ ଚନ୍ଦ୍ର ହୋଇ ଆଲୋକିତ କରୁଥିବ ନ ଶୁଭିଲେ ନ ଶୁଭୁ ତୁମ୍ଭର ମୋହନ ମଧୁର ମୁରଲୀ ସ୍ଵନ ଛନ୍ଦା ଚରଣକୁ ଚିନ୍ତି ଚିନ୍ତି ମୋ ଆଖିରୁ ଖୁସି ଲୁହ ଝରୁଥିବ

No comments:

Post a Comment