Wednesday, 29 October 2025

ମାଆ କମଳାଙ୍କର ହସ୍ତରେ ସମର୍ପିଣ ବେନି ସରୋଜ ଚରଣ

ମାଆ କମଳାଙ୍କର ହସ୍ତରେ ସମର୍ପିଣ ବେନି ସରୋଜ ଚରଣ ହେ ଗୋବିନ୍ଦ ବନମାଳୀ ବଂଶୀଧର ତୁମ୍ଭେ ହେଲ ଅଧାଗଢା କୃଷ୍ଣ ଭକ୍ତିରେ ଅରକ୍ଷିତ ରାମ କାହୁଁ ଲଭନ୍ତା ଛନ୍ଦା ଚରଣକୁ ହେ ଚକାଡୋଳା ପତିତପାବନକୁ ଚାହିଁ ଚାହିଁ ହେଲି ବୁଢା

No comments:

Post a Comment