A flower with 4 petals
Saturday, 25 October 2025
ଯେତେ ସଜେଇଲେ ଏହି ପଞ୍ଚ ଭୁତ ଶରୀରକୁ
ଯେତେ ସଜେଇଲେ ଏହି ପଞ୍ଚ ଭୁତ ଶରୀରକୁ ଅନ୍ତକାଳରେ ପାଇବ ଯମପୁରେ ବିଧାନ ସଜା ଆତ୍ମା ଭାବି ଛନ୍ଦା ଚରଣକୁ ସେବିଥା ହୃଦରେ ନେବେ ବୈକୁଣ୍ଠ ଉଡାଇ ପତିତ ପାବନ ଧ୍ବଜା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment