Thursday, 30 October 2025

ଅତି ମନ୍ଦରୁ ମନ୍ଦକୁ ଯେହୁ ଦିଏ ଉତ୍ତମ ଗତି

ଅତି ମନ୍ଦରୁ ମନ୍ଦକୁ ଯେହୁ ଦିଏ ଉତ୍ତମ ଗତି ପଦ୍ମପାଦ ଧୂଳି ଲାଗି ହେଲା ଅହଲ୍ୟା ସତୀ ନାରାୟଣ ଶ୍ରୀରାମ ଶ୍ରୀକୃଷ୍ଣ ଦଶ ଅବତାର ଦାରୁବ୍ରହ୍ମ ଚକାଡୋଳା ପୁରୁଷୋତ୍ତମ ବସତି

No comments:

Post a Comment