Saturday, 25 October 2025

ଆଲୋକ ପାବନ ଚାରି ପ୍ରହର ଅନ୍ଧାର ପାବନ ଚାରି ପ୍ରହର

ଆଲୋକ ପାବନ ଚାରି ପ୍ରହର ଅନ୍ଧାର ପାବନ ଚାରି ପ୍ରହର ଚକାଡୋଳା ଅପଲକ ସୁଧା ବୃଷ୍ଟି କରେ ପିଇ ପାପ ଜହର ଶ୍ରୀକ୍ଷେତ୍ର ନୀଳଚକ୍ରରେ ଫର ଫର ଉଡ଼ଇ ପତିତ ପାବନ ଡାକଇ ଆସ ତୁ ଶରୀର ଆଲିଙ୍ଗନ କର ଆତ୍ମାକୁ ତୋହର

No comments:

Post a Comment