A flower with 4 petals
Tuesday, 28 October 2025
ଶ୍ରୀପତି ତୁମ୍ଭେ ଚିକିତ୍ସକ ଶ୍ରୀଧର ତୁମ୍ଭେ ଔଷଧ
ଶ୍ରୀପତି ତୁମ୍ଭେ ଚିକିତ୍ସକ ଶ୍ରୀଧର ତୁମ୍ଭେ ଔଷଧ ଶ୍ରୀକୃଷ୍ଣ ତୁମ୍ଭେ ନିଦାନ ମାଧବ ତୁହି ନିରାକରଣ ସଂସାରେ ଆସିବା ଦିନଠାରୁ ଦେହ ମୋର ଅସୁସ୍ଥ ମୁହିଁ ନିଶ୍ଚୟ ଉଦ୍ଧରିବି ଛୁଇଁଲେ କୃଷ୍ଣ ଛନ୍ଦା ଚରଣ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment