Sunday, 26 October 2025

ଅତି ଧୀର ସୁଧୀର ଶାନ୍ତାକାର କମଳ ନୟନ ପଦ୍ମନାଭ

ଅତି ଧୀର ସୁଧୀର ଶାନ୍ତାକାର କମଳ ନୟନ ପଦ୍ମନାଭ ଲକ୍ଷ୍ମୀ ସଞ୍ଚିଲେ ହୃଦରେ ସାଉଁଟି ବେନି କର ଆଞ୍ଜୁଳିରେ ଅତି ମଧୁର ସୁମଧୁର ବାସୁଦେବ ମୋହନ ବଂଶୀ ସ୍ଵନ ରାଧା ଚିତ୍ତ ଆଉ କି ରହିନ୍ତା ହୀରା ଖଚିତ ପାଉଁଜିରେ

No comments:

Post a Comment