Wednesday, 29 October 2025

ତୁହି ଏକ ଉଛୁଳି ପଡୁଥିବା ସୁଧା ଭାଣ୍ଡଟିଏ

ତୁହି ଏକ ଉଛୁଳି ପଡୁଥିବା ସୁଧା ଭାଣ୍ଡଟିଏ ମୁହିଁ ଏକ ଅତି ଛୋଟିଆ ନିରାଧାର ପିମ୍ପୁଡି ଚରଣାମୃତ ପାନ କରିବାକୁ ଅଶେଷ ତୃଷା ଛନ୍ଦା ଚରଣକୁ ଧରିଅଛି ଦୃଢ଼ରେ ଜାବୁଡି

No comments:

Post a Comment