Saturday, 25 October 2025

କଳ୍ପନା ଡେଣାରେ ମୋ ମନ ପକ୍ଷୀ ଯେତେଦୂର ଗମିପାରେ

କଳ୍ପନା ଡେଣାରେ ମୋ ମନ ପକ୍ଷୀ ଯେତେଦୂର ଗମିପାରେ ତାହାଠାରୁ ଅନେକ ବିଶାଳ ହେ ତୁମ୍ଭ ବ୍ରହ୍ମଦାରୁ ଚକାଡୋଳା ମୋ ଏଗାର ଇନ୍ଦ୍ରିୟ ଷଢ଼ ବିକାର ଯେତେ ପାପ କରି ପାରନ୍ତି ତୁମ୍ଭ ରେଣୁ ମାତ୍ର ଛନ୍ଦାଚରଣ ଧୂଳି ପାବନ କରେ କାଳିଦଳା

No comments:

Post a Comment