Wednesday, 29 October 2025

ଅଖିଳ କୋଟି ବ୍ରହ୍ମାଣ୍ଡ

ଅଖିଳ କୋଟି ବ୍ରହ୍ମାଣ୍ଡ ମୋହନ ପତି ଜଗନ୍ନାଥ ଦାରୁବ୍ରହ୍ମ ଅପଲକ ଚକାଆଖି ଅଖିଳ ବିଶ୍ୱ ଗତି ନୀଳାଦ୍ରି ବିଜୟ ରୁପକୁ ସ୍ମରେ ଆରତି ସମୟେ ପ୍ରଭାତ ସମୟେ ସ୍ମରଇ ପହଣ୍ଡି ବିଜୟ ହାତୀ

No comments:

Post a Comment