Monday, 20 October 2025

ମୋର ଚଞ୍ଚଳ ମୂଢ଼ ମାନସ ନିରନ୍ତର

ମୋର ଚଞ୍ଚଳ ମୂଢ଼ ମାନସ ନିରନ୍ତର ଭଜରେ ଗୁରୁ ଚରଣ ଗୁରୁ ଗୋବିନ୍ଦ ପୁରୁଷୋତ୍ତମ ଗୁରୁ ସାଇରାମ ପିଣ୍ଡ ପରାଣ ଅକର୍ମା ଦାନୀ ସକଳ ପ୍ରାରବ୍ଧ ଖଣ୍ଡନ କାରୀ ପାପ ବିଧ୍ଵଂସୀ ସ୍ୱକୃପାରେ ବ୍ରହ୍ମାନନ୍ଦ ବଢ଼ାଇଦେଲେ ପାବନ ଛନ୍ଦା ଚରଣ

No comments:

Post a Comment