Sunday, 19 October 2025

କାଳୀ କାଳୀ ମହାକାଳୀ ଦୂର୍ଗା ଦୁର୍ଗତି ନାଶିନୀ

କାଳୀ କାଳୀ ମହାକାଳୀ ଦୂର୍ଗା ଦୁର୍ଗତି ନାଶିନୀ ସର୍ବ ଦେବ କନ୍ୟା କୃଷ୍ଣ ବଳରାମ ସହୋଦରୀ କେ କହେ ଲହ ଲହ ଜିହ୍ୱା ରକ୍ତ ମୁଖା କରାଳୀ ଅଖିଳ ବତ୍ସଳା ଦୟାରେ ଯା ହୃଦ ଅଛଇ ପୁରି

No comments:

Post a Comment