Monday, 20 October 2025

ନ ଥିଲେ ନ ଥାଉ ବ୍ରହ୍ମଦାରୁ ଅଧାଗଢାଙ୍କ ଚରଣ

ନ ଥିଲେ ନ ଥାଉ ବ୍ରହ୍ମଦାରୁ ଅଧାଗଢାଙ୍କ ଚରଣ ସ୍ମରଣ ମାତ୍ରକେ ହୃଦୟ କମଳରେ ଦୁଃଖହାରୀ ନ ଥିଲେ ନ ଥାଉ ଚକାଡୋଳାଙ୍କର ବେନି କର୍ଣ୍ଣ ଛୁଇଁବା ମାତ୍ରେ ଆତ୍ମା ରୋମାଞ୍ଚରେ ଯାଏ ଭରି

No comments:

Post a Comment