Sunday, 19 October 2025

କଳ୍ପନା ବୃକ୍ଷରେ ଦେହଟି ଝୁଲିଛି

କଳ୍ପନା ବୃକ୍ଷରେ ଦେହଟି ଝୁଲିଛି ଯେସନେ ବାଇ ଚଢେଇର ବସା ଅପଲକେ ଆତ୍ମା ଚାହିଁ ରହିଅଛି କେବେ ପୂର୍ଣ୍ଣ ହେବ ମନ ଆଶା

No comments:

Post a Comment