Monday, 20 October 2025

ମୁକୁନ୍ଦ ମୁରାରୀ ମୋହନ ବଂଶୀଧାରୀ

ମୁକୁନ୍ଦ ମୁରାରୀ ମୋହନ ବଂଶୀଧାରୀ ମେଘଶ୍ୟାମ ଶିରେ ଶିଖି ପୁଚ୍ଛ ପୀତବାସ ବନମାଳୀ ବାସୁଦେବ ଗୋବିନ୍ଦ ରୁକ୍ମଣୀଙ୍କ ଜୀବନ ବଲ୍ଲଭ କୃଷ୍ଣ ମୁରାରୀ ଗୋପାଳ ବ୍ରହ୍ମଦାରୁ ଚକାଡୋଳା ଗୋପୀ ହୃଦୟ ଚନ୍ଦନ ମାଆ ଲକ୍ଷ୍ମୀ ନିରତ ଯେଉଁ ପାଦ ପଦ୍ମ ସେବନ୍ତି କେମିତି ହେବ ସୁଲଭ

No comments:

Post a Comment