Sunday, 19 October 2025

ଆଖି କାନ ଆଉ ମନ ଯାହା ଦେବେ

ଆଖି କାନ ଆଉ ମନ ଯାହା ଦେବେ ତାହାକୁ କେବେବି ନ ଧରିବୁ ହୃଦରେ ତେବେ ଯାଇ ଭଵସାଗର ପାରିହେବୁ ନିରତ ଆତ୍ମା ରଖିଥିବୁ ଛନ୍ଦା ପାଦରେ

No comments:

Post a Comment