Sunday, 14 June 2026

ଚକାଡୋଳାଙ୍କ ଛନ୍ଦା ଚରଣ ସଦ୍ୟ ପ୍ରସ୍ଫୁଟିତ କମଳ

ଚକାଡୋଳାଙ୍କ ଛନ୍ଦା ଚରଣ ସଦ୍ୟ ପ୍ରସ୍ଫୁଟିତ କମଳ ମୁହିଁ ଅତୀବ କ୍ଷୁଦା ତୃଷାତୁର ନିରାଶ୍ରୟ ଭ୍ରମରଟିଏ ରେଣୁଏ ଲଭିଲେ ଏହି ମୋ ପିଣ୍ଡରେ ପ୍ରାଣ ପଶିବ ତୁମକୁ ଛାଡିକି ହେ କାଳିଦଳା ଆଉ ସାହାରା କିଏ

No comments:

Post a Comment