Sunday, 14 June 2026

ମତ ଅନେକ ପଥ ଅନେକ

ମତ ଅନେକ ପଥ ଅନେକ ଆଉ ବାଦ ବିବାଦ ଅନେକ ନିତ୍ୟ ବ୍ରହ୍ମ ପୂର୍ଣ୍ଣ ବ୍ରହ୍ମ ବ୍ରହ୍ମଦାରୁ କିପରି ଭେଟିବି ତୁମକୁ ଅସ୍ତି ଚର୍ମ ତନୁ ଇନ୍ଦ୍ରିୟ ଷଢ଼ ରିପୁ ମେଳ ଭୋଗ ରୋଗ ଛନ୍ଦା ପାଦ ନ ଛୁଇଁ ଫେରିବି ନର ଜନ୍ମ କେଉଁ କାମକୁ

No comments:

Post a Comment