Thursday, 11 June 2026

ଯାରେ କରନ୍ତି ଶ୍ରୀଗୋବିନ୍ଦ ଅତି ଦୟା

ଯାରେ କରନ୍ତି ଶ୍ରୀଗୋବିନ୍ଦ ଅତି ଦୟା ତାହା ଲାଗି ଧରନ୍ତି ତିନି ଗୋଟି କାୟା ସାଧୁସଙ୍ଗ ଶ୍ରୀପୁସ୍ତକ ଶ୍ରୀମୂର୍ତ୍ତି ଭେଟ ସୁଲଭ ସୁଦର୍ଶନ କାଟିଦେଲେ ମାୟା

No comments:

Post a Comment