Thursday, 11 June 2026

ମନ ଭାବନା ଅନୁସାରେ ତୁମ୍ଭେ ଫଳ ଦିଅ

ମନ ଭାବନା ଅନୁସାରେ ତୁମ୍ଭେ ଫଳ ଦିଅ ସେଥି ପାଇଁ ବିଶ୍ୱ ଡାକେ ତୁମକୁ ମହାବାହୁ ମୋ ଆତ୍ମାର ଇଚ୍ଛା ଛନ୍ଦା ପାଦରେ ରୁହନ୍ତା ହେ ଅନ୍ତର୍ଯ୍ୟାମୀ କିମ୍ପାଇଁ ବିଳମ୍ବ କର ଆଉ

No comments:

Post a Comment