Friday, 12 June 2026

ମୋ ପ୍ରାଣ ମିତଣୀ ଲୋ

ମୋ ପ୍ରାଣ ମିତଣୀ ଲୋ ବ୍ରହ୍ମଦାରୁ ନିର୍ଜୀଵ ଦେବତା ଭକ୍ତି ଯୋଗ ଜ୍ଞାନ ପ୍ରେମ ଅଜ୍ଞ ମୁଁହି ସଜୀଵ ପୂଜାରୀ ଅଧାଗଢା ଛନ୍ଦା ପାଦରେ ଲୋଟିବାକୁ ପ୍ରାଣ ଆକୁଳ କେମିତି ପୂଜିଲେ ଭଜିଲେ ଭେଟିବି ମୁରଲୀ ଧାରୀ

No comments:

Post a Comment