Friday, 12 June 2026

ମୋ ଅବସ୍ଥା ଦେଖି କିମ୍ପା ନ ବୁଝୁଛୁ

ମୋ ଅବସ୍ଥା ଦେଖି କିମ୍ପା ନ ବୁଝୁଛୁ ଲୋ ବଉଳ କୃଷ୍ଣ ମୋହନ ମୁରଲୀ ମୁହଁରେ ବୋଳିଲା କଳା ବେଳ ଅବେଳେ ରାଧେ ରାଧେ ଅଧିରେ ଡାକଇ କହି ହୁଏନି ସହି ହୁଅନି ଯାହା କଲେ ନନ୍ଦ ବଳା

No comments:

Post a Comment