Friday, 12 June 2026

ଶ୍ୟାମ ନାଗର ପ୍ରେମରେ ପଡି

ଶ୍ୟାମ ନାଗର ପ୍ରେମରେ ପଡି ମୋର ଆକୁଳତା ପ୍ରାଣ ମିତଣୀରେ ତୁହି ବେଗେ ଚଳ ନୀଳକନ୍ଦର ଅପଲକ ପତା ଢ଼ାଳିଲେ ମୋ ଆତ୍ମା ଥୟ ହେବ ଆତ୍ମାର ବିକଳ ପ୍ରାର୍ଥନା ଶୁଣିବେକି ନୀଳ ମନ୍ଦର

No comments:

Post a Comment