A flower with 4 petals
Tuesday, 9 June 2026
ତୁମ୍ଭର ବାଇଶି ପାହାଚ ବଡ ଖସରା ହେ ମହାବାହୁ
ତୁମ୍ଭର ବାଇଶି ପାହାଚ ବଡ ଖସରା ହେ ମହାବାହୁ ହେଲେ ଅଖିଳ କୋଟି ବ୍ରହ୍ମାଣ୍ଡର ଏକ ମାତ୍ର ଆସରା ଚଢି ନ ପାରି ଲୋଭି ମନ ବସିଛି ଶରଧା ବାଲିରେ ଅଧାଗଢ଼ା ଆସିବେକି ହସ୍ତେ ଧରି କୈବଲ୍ୟ ପଶରା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment