Tuesday, 9 June 2026

ମାଆ କମଳା ତୁମ କରାଞ୍ଜୁଳିରେ ଗୋବିନ୍ଦ ପାଦ

ମାଆ କମଳା ତୁମ କରାଞ୍ଜୁଳିରେ ଗୋବିନ୍ଦ ପାଦ ବିଷ୍ଣୁ ହୃଦୟା କିଞ୍ଚିତ ଶିରେ ବିଞ୍ଚି ଦିଅ ଧୂଳି ରେଣୁ ବାସୁଦେବ ଯୋଗ ନିଦ୍ରା ଭାଜିଲେ କହିବୁ ମାଆ ରାମ ବସିଛି ସିଂହଦ୍ୱାରେ ଶୁଣିବାକୁ କୃଷ୍ଣ ବେଣୁ

No comments:

Post a Comment