Thursday, 18 June 2026

ମଧୁମକ୍ଷୀଟିଏ ସଦା ନିରନ୍ତର ମଧୁ ଅନୁସନ୍ଧାନୀ

ମଧୁମକ୍ଷୀଟିଏ ସଦା ନିରନ୍ତର ମଧୁ ଅନୁସନ୍ଧାନୀ ବେଳ ନିଅଣ୍ଟ ଚକାସନରେ ବସି କରିବାକୁ ତପ ନିସ୍ଵାର୍ଥ ସେବାର ଫଳ ମଧୁ ପାଞ୍ଚ ଅମୃତରୁ ଏକ ଜିହ୍ୱାକୁ ସ୍ବାଦୁ ଅବା ହରେ କୃଷ୍ଣ ହରେ ରାମ ଜପ

No comments:

Post a Comment