A flower with 4 petals
Thursday, 18 June 2026
ତୁମର ଏଡ଼େ ବଡ ବଡ଼ ଚକାଡୋଳା ହେ ମହାବାହୁ
ତୁମର ଏଡ଼େ ବଡ ବଡ଼ ଚକାଡୋଳା ହେ ମହାବାହୁ ନିଶ୍ଚୟ ଏ ଭକ୍ତି ହୀନ ଅଜ୍ଞାନୀକୁ ସର୍ଵଦା ଦେଖୁଥିବ କମଳା ହୃଦୟ ଥରେ କୃପା ନେତ୍ରରେ ଚାହିଁଦେଲେ ଏହି ଦୀନ ହୃଦୟ କୃଷ୍ଣ ପାଇଁ ଭକ୍ତିରେ ପୁର୍ଣ୍ଣ ହେବ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment