Tuesday, 16 June 2026

ଘଣ୍ଟ ନାଦ ଘଣ୍ଟା ଧ୍ୱନି ନନ୍ଦୀ ଘୋଷର ଆଗମନ

ଘଣ୍ଟ ନାଦ ଘଣ୍ଟା ଧ୍ୱନି ନନ୍ଦୀ ଘୋଷର ଆଗମନ ପାଞ୍ଚ ଜନ୍ୟ ଶଙ୍ଖ ଧ୍ୱନି ଗରୁଡ ପକ୍ଷୀର ଉପସ୍ଥିତି ମୁରଲୀ ଅମୃତ ମଧୁର ଧ୍ୱନି ଗୋବିନ୍ଦ ଆଗମନ ରୁଣୁ ଝୁଣୁ ଧ୍ୱନି କାଳିଦଳା ଚରଣ ଶରଣା ଗତି

No comments:

Post a Comment