A flower with 4 petals
Tuesday, 16 June 2026
ସକଳ ପୂଜା ପ୍ରାର୍ଥନା ମନ୍ତ୍ର ମୋର ବ୍ୟର୍ଥ ହୋଇଲା
ସକଳ ପୂଜା ପ୍ରାର୍ଥନା ମନ୍ତ୍ର ମୋର ବ୍ୟର୍ଥ ହୋଇଲା ଦିନେ କାଳେ ନ ଆସିଲେ ତୁମେ ଶ୍ରୀପତି ଗୋବିନ୍ଦ ଫୁଲ ମଉଳିଲା କର୍ପୂର ଅଗ୍ନିରେ ଆତ୍ମାହୂତି ଦେଲା କମଳା ହୃଦରେ ନ ଶୁଭିଲା ମୋର ଆକୁଳ କାନ୍ଦ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment