Sunday, 14 June 2026

ମହାପାତକୀ ଅଜାମ୍ବିଳ

ମହାପାତକୀ ଅଜାମ୍ବିଳ ଉଦ୍ଧାରଣ ଆହେ ଚକାଡୋଳା ଶ୍ରୀପତିଙ୍କଠାରୁ ଦେଖିଲି ନାହିଁ କେ ଅଧିକ କ୍ଷମା ଶୀଳ ବକ୍ଷ ତୁଳସୀ ମାଳା ଆଡ଼େଇଲେ ଭୃଗୁ ରୁଷି ପାଦ ଚିହ୍ନ ହେ କମଳା ହୃଦୟ ଅରକ୍ଷିତ ଶରଣ ଛନ୍ଦା ଚରଣ ତଳ

No comments:

Post a Comment