Sunday, 14 June 2026

ନୀଳକନ୍ଦର ରତ୍ନ ସିଂହାସନରେ

ନୀଳକନ୍ଦର ରତ୍ନ ସିଂହାସନରେ ତୁମ୍ଭେ ବାସୁଦେବ ବ୍ରହ୍ମଦାରୁ ନନ୍ଦିଘୋଷ ରଥରେ ତୁମ୍ଭେ ବାସୁଦେବ ଜୟ ଜଗନ୍ନାଥ ଧ୍ୱନୀ ବିନତା ସୁତ ପଛରୁ ତୁମ୍ଭେ ବାସୁଦେବ ଅପଲକ ଚକାଡୋଳା ନୟନ ପଥରେ ବାସୁଦେବ ଅପଲକ ସୂର୍ଯ୍ୟ ଚନ୍ଦ୍ର ସଞ୍ଜୀବନୀ

No comments:

Post a Comment