Monday, 15 June 2026

ଭୁଲି ହୁଏନା କେବେ ଭୁଲି ହୁଏନା ହେ ଗୋବିନ୍ଦ

ଭୁଲି ହୁଏନା କେବେ ଭୁଲି ହୁଏନା ହେ ଗୋବିନ୍ଦ ଏହି ଜନମରେ ଭେଟ ହେବ କି ନାହିଁ ଜାଣେନା ହୃଦୟର ଚିର ପ୍ରତିକ୍ଷା ନିଷ୍ପାପ କମଳ କଢିଟିଏ ଛନ୍ଦା ଚରଣ ଛୁଇଁବିକି ଆଖି ଲୁହ ମୋ ଶୁଖେନା

No comments:

Post a Comment