Monday, 15 June 2026

ମୋର ପାପ ନୟନ ଦୁଇଟାକୁ ହେଲ ଅଧାଗଢା

ମୋର ପାପ ନୟନ ଦୁଇଟାକୁ ହେଲ ଅଧାଗଢା ଅଭୟ ଚରଣ ଲୁଚାଇଣ ମାଆ କମଳା ହାତରେ ଏହି ଅଥଳ ଭଵ ସାଗରେ ତୁମ୍ଭେ ଏକା ନାଉରୀ କିଏ ସେ ଏଡ଼େ ଦକ୍ଷ ନାଉରିଆ ଧରିବ କାତରେ

No comments:

Post a Comment