Tuesday, 16 June 2026

ଦୀନ ଜନେ କୃପା କର ହେ ମହାବାହୁ

ଦୀନ ଜନେ କୃପା କର ହେ ମହାବାହୁ ହେ ଚକାଡୋଳା ରଖିଥାଅ ହେ ନଜର ମଣିଷକୁ ଛାଡି କେତେ ଜୀବ ଗଢ଼ିଅଛ କରୁଣା ରଖିଥାଅ ଭାବି ସନ୍ତାନ ନିଜର

No comments:

Post a Comment