Tuesday, 16 June 2026

ଆହାଃ କେଡେ ସୁନ୍ଦର ତୁମରି

ଆହାଃ କେଡେ ସୁନ୍ଦର ତୁମରି ଟାହିଆ ହେ ମହାବାହୁ ଭାଗବତ ଗୋସେଇଁ ହେ ଭକ୍ତ ହୃଦୟ ପକାଏ ହାଣି ଅଥଳ ଅକୂଳ ଅକାତ କାତ ଭାଵ ସିନ୍ଧୁ ଚକାଡୋଳା ବୁଡ଼ିଗଲି ବୁଡ଼ିମଲି ଭୁଜ ପ୍ରସାରି ଉଦ୍ଧାର ବେଣୁପାଣି

No comments:

Post a Comment