Thursday, 18 June 2026

ଆଶା ପୁଟୁଳିଟିଏ ମନରେ ଜାକିକି

ଆଶା ପୁଟୁଳିଟିଏ ମନରେ ଜାକିକି ଜୀବ ସଂସାର ଦାଣ୍ଡରେ ଭ୍ରମୁଥାଏ ପାଇଲେ ହସେ ନିରାଶାରେ କାନ୍ଦେ ପରମାନନ୍ଦ ଗୋବିନ୍ଦକୁ ଭୁଲିଯାଏ

No comments:

Post a Comment