A flower with 4 petals
Thursday, 18 June 2026
ଇଏ ସେହି ଶଶୀ ସୂର୍ଯ୍ୟ ନୟନ ଲୋ ପ୍ରାଣ ମିତଣୀ
ଇଏ ସେହି ଶଶୀ ସୂର୍ଯ୍ୟ ନୟନ ଲୋ ପ୍ରାଣ ମିତଣୀ ସେହି ଇଏ ଯିଏ ଶ୍ରୀରାଧା ଚିତ୍ତକୁ କରିଥିଲେ ଚୋରି ମାନ ମନା ଯଶ ଗାଅନା କିବା ତାଙ୍କୁ ଏମିତି ଚାହାଁନା ଛନ୍ଦା ପାଦ ଛୁଇଁ ସଂସାରକୁ କେହି ନ ପାରିଛି ଫେରି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment