Saturday, 20 June 2026

ବୃକ୍ଷରେ ପାଚିଲେ ମଧୁର ସୁମିଷ୍ଠ ଫଳଟିଏ

ବୃକ୍ଷରେ ପାଚିଲେ ମଧୁର ସୁମିଷ୍ଠ ଫଳଟିଏ ଦେବତାଠାରୁ କୀଟ ସଭିଁଙ୍କ ପାଇଁକି ଖାଦ୍ୟ ପତ୍ର ଗହଳିରେ କଳା କୋଇଲି କୁହୁ ତାନ ଗୋବିନ୍ଦ ଅଧରେ ମୋହନ ମୁରଲୀ ବାଦ୍ୟ

No comments:

Post a Comment