Saturday, 20 June 2026

ଯାହା ହୃଦୟରେ ସାଇତାଥାଏ ନିଷ୍କାମ ପ୍ରେମ

ଯାହା ହୃଦୟରେ ସାଇତାଥାଏ ନିଷ୍କାମ ପ୍ରେମ ସେହି ବୈଷ୍ଣବ ପାଇଁକି ବୈକୁଣ୍ଠ ନୀଳକନ୍ଦର ଯାହା ଉପରେ ଚକାଡୋଳାଙ୍କର ଅମୃତ ଦୃଷ୍ଟି ସେହି ବୈଷ୍ଣବ ଅନ୍ତର ବାହାର ଶ୍ୟାମ ସୁନ୍ଦର

No comments:

Post a Comment