A flower with 4 petals
Saturday, 13 June 2026
ବ୍ରହ୍ମଦାରୁ ବାସୁଦେବଙ୍କୁ ନନ୍ଦୀଘୋଷରେ ବସାଇ ରଥ ବାହିବି
ବ୍ରହ୍ମଦାରୁ ବାସୁଦେବଙ୍କୁ ନନ୍ଦୀଘୋଷରେ ବସାଇ ରଥ ବାହିବି ହେ ଚକାଡୋଳା ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁ ମୁହିଁ ନୁହେଁ ଅକୃର ସମର୍ଥ ମୁକୁନ୍ଦ ଧର୍ମ ରକ୍ଷା କବଚ ଅଶରଣ ଶରଣ ସନାତନ ସାରଥି ହେ କେଶବ ରୁକ୍ମଣୀ ଜୀବନ ଛନ୍ଦା ଚରଣରେ ଅନାଥ ପାର୍ଥ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment