Saturday, 13 June 2026

ଭେଟ ହେଲେ ଗୋବିନ୍ଦଙ୍କୁ ଅନୁମତି ମାଗିବି

ଭେଟ ହେଲେ ଗୋବିନ୍ଦଙ୍କୁ ଅନୁମତି ମାଗିବି ମାଆ କମଳା ସେବିତ ପାଦ ଛୁଇଁବା ପାଇଁ ଅଧାଗଢା ଯଦି ଛନ୍ଦା ଚରଣ ନ ବଢ଼ାଇବେ ପିଣ୍ଡ ପ୍ରାଣ ଥିବାଯାଏ କାନ୍ଦୁଥିବି କଇଁ କଇଁ

No comments:

Post a Comment